BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ
ED conducted  raids at 8 places in West Bengal in Rs 1,000 crore cyber fraud case

ଏକ ହଜାର କୋଟି ଟଙ୍କାର ସାଇବର ଠକେଇ ମାମଲାରେ ପଶ୍ଚିମବଙ୍ଗରେ 8ଟି ସ୍ଥାନରେ ଇଡି ରେଡ୍

 02-01-2025

ନୂଆଦିଲ୍ଲୀ, 2 ଜାନୁଆରି :- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାମିଲନାଡୁରେ ହଜାରେ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ସହିତ ଜଡିତ ମାମଲାର ଯାଂଚ ପ୍ରସଙ୍ଗରେ ପଶ୍ଚିମବଙ୍ଗରେ 8ଟି ସ୍ଥାନରେ ରେଡ୍ କରିଛି । ଅଧିକାରୀଙ୍କ ସୂତ୍ର ମୁତାବକ ଇଡି କୋଲକାତାର ପାର୍କ ଷ୍ଟ୍ରିଟ୍, ସଲ୍ଟ ଲେକ୍ ଓ ବାଗୁଇହାଟି ଅଂଚଳର 5ଟି ସ୍ଥାନରେ ଓ ଅନ୍ୟ ଜିଲ୍ଲାର 3ଟି ସ୍ଥାନରେ ଏକସଙ୍ଗରେ ର...

Two killed in road accident while returning from picnic

ପିକନିକରୁ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ

 02-01-2025

କୁଚବିହାର 2 ଜାନୁଆରୀ -କୁଚବିହାର ଜିଲ୍ଲାର ମାଥାଭାଙ୍ଗା ସ୍ଥିତ ନିଶିଗଞ୍ଜ ଅଞ୍ଚଳର ଜାତୀୟ ରାଜପଥ 16ଏ ରେ ବୁଧବାର ଅପରାହ୍ନରେ ହୋଇଥିବା ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ସ୍ଥାନୀୟ ସୁତ୍ର ଅନୁଯାୟୀ ନୁତନ ବର୍ଷ ଆରମ୍ଭରେ କିଛି ଲୋକ ପିକନିକ ପାଇଁ ତେକୁନ୍ୟ...

20 injured in Rajasthan accident

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା : ବସ୍-ଟ୍ରକ୍ ଧକ୍କାରେ 20 ଜଣ ଆହତ, ଅନେକ ଗୁରୁତର

 02-01-2025

(FMNews):- ଗୁରୁବାର ସକାଳେ ରାଜସ୍ଥାନର ଡାଉସା ଏକ୍ସପ୍ରେସ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟି ଏଥିରେ 20 ଜଣ ଆହତ ହୋଇଛନ୍ତି।ଘଟଣାରୁ ଜମାଯାଇଛି ଆଜି ସକାଳେ ଏକ ବସ୍ ଏବଂ ଟ୍ରେଲର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଯାତ୍ରୀବାହୀ ବସ୍ ଉଜୈ ନରୁ ଦିଲ୍ଲୀ ଯାଉଥିଲା। ବସ୍ ଯାତ୍ରୀମାନେ ମହାକଲେଶ୍ୱର ପରିଦର୍ଶନ କରିବା ପରେ ଘରକୁ ଫେରୁଥିଲେ...

Congress to launch jai babpu jai bheem jai samvidhan from today

ଆଜିଠାରୁ କଂଗ୍ରେସର 'ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ' ଅଭିଯାନ ଆରମ୍ଭ

 02-01-2025

(FMNews):- କଂଗ୍ରେସ ଏହାର ପୂର୍ବ ଯୋଜନା ଯୋଜନା ଅନୁଯାୟୀଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ଅଭିଯାନକୁ ସମସ୍ତ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ଆରମ୍ଭ କରିବ। ଜାନୁଆରୀ 26 ରେ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ମୋହୋ (ମଧ୍ୟପ୍ରଦେଶ) ରେ ଏକ ସାଧାରଣ ସଭା ସହିତ ଏହି ଅଭିଯାନ ଶେଷ ହେବ। ଏହା ପୂର୍ବରୁ ଡିସେମ୍ବର 27 ରୁ ଏହ...