ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାର ପ୍ରତିବଦ୍ଧତା ବିଜୁ ବାବୁଙ୍କ ସ୍ବପ୍ନ- ପ୍ରସନ୍ନ ଆଚାର୍ଯ୍ୟ
19-04-2025
ଭୁବନେଶ୍ୱର, 19 ଏପ୍ରିଲ୍- ସର୍ବ ସମ୍ମତି କ୍ରମେ ନିର୍ଦ୍ଵନ୍ଦ୍ୱରେ ନବୀନ ବାବୁ ନବମ ଥର ପାଇଁ ନିର୍ବାଚିତ ହେବେ । ଆମ ପାଇଁ ଚ୍ୟାଲେଞ୍ଜ ରହିବ । ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିଲୁ ଏବେ ବିରୋଧୀ ଦାୟିତ୍ଵ ତୁଲାଉଛୁ। ଯିଏ ଓଡ଼ିଶା ସ୍ୱାର୍ଥରେ ବାଧା ସୃଷ୍ଟି କରିବ ତାଙ୍କ ସହ ଲଢେଇ କରିବୁ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସେ କହିଛନ୍ତି...
ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ
19-04-2025
ଭୁବନେଶ୍ୱର, 19 ଏପ୍ରିଲ୍ - ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ଦାସ ଶୋକବାର୍ତାରେ ପ୍ରକାଶ କରିଛନ୍ତି କି ରତିକାନ୍ତ ବାବୁଙ୍କ ବିୟୋଗ ଗଭୀର ମର୍ମାହତ କରିଛି। ରତିକାନ୍ତ ବାବୁଙ୍କ ସହ ମୋର ଦୀର୍ଘ ଦିନର ସମ୍ପର୍କ ରହିଥିଲା। ସ୍ୱର୍ଗତ ମହାନ୍ତି ବିଭିନ୍ନ ଆଂଚଳିକ ଓ ଜାତୀ...
ଇଡି ଅଫିସ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ
19-04-2025
ଭୁବନେଶ୍ବର(FMNews):--ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ବର ସ୍ଥିତ ଇଡି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଶ୍ରୀ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସର କର୍ମୀମାନେ ଏକ ଗ୍ୟାଲିରେ ଯାଇ ଇଡି ଅଫିସ ସମ୍ମୁଖରେ ଥିବା ପୋଲିସ ବାରିକେଡ ଭାଙ୍ଗିଥିଲେ । ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରାୟ ଦୁଇଘଂଟା ଧର...
ୱାକଫ୍ ବିଲ ସଂଶୋଧନ ଆଇନ ବିଷୟରେ ବୁଝାଇବାକୁ ଲୋକଙ୍କ ପାଖକୁ ଯିବ ବିଜେପି
17-04-2025
ଭୁବନେଶ୍ୱର: ଏପ୍ରିଲ ୨ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସାଂସଦରେ ୱାକଫ ବିଲ୍ ପାରିତ ହୋଇଛି। ଏହି ବିଲ୍ ପାରିତ ହେବା ଫଳରେ ୱାକଫ ଅନ୍ତର୍ଗତ ଦୁରୁପଯୋଗ ହେଉଥିବା ସମ୍ପତିକୁ ରକ୍ଷା କରାଯାଇ ପାରିବ। ଓା୍ୱକଫ୍ ବିଲ୍ ପାରିତ ହେବା ଦ୍ୱାରା ଗରିବ ମୁସଲମାନ ଓ ମହିଳାମାନେ ଆଗକୁ ବଢିପାରିବେ। ଓଡିଶା, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ, ଝାଡଖଣ୍ଡ ଭଳି ଜନଜାତିବହୁଳ...