- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାଟଣାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନିଆଁରେ ଜାଳିଦେବା ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ତୀବ୍ର ପ୍ରତିବାଦ
15-04-2025
ମାଲକାନଗିରି, ୧୫ ଅପ୍ରେଲ - ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ ଦୁର୍ବୁତ୍ତ, ବିଜୁବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିବା ଏକ ଷଡଯନ୍ତ୍ର, ଏହା ଅକ୍ଷମଣୀୟ ଅପରାଧ..ଯାହା ୨୪ ବର୍ଷରେ ହୋଇ ନ ଥିଲା ତାହା ଏବେ ହେଉଛି । ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ମାନସ ମାଡକାମୀଙ୍କ ନେତୃତ୍ବରେ ଜିଲ୍ଲା ବିଜେଡି କ...
ବିଜେଡି ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ- ଦେବୀ ମିଶ୍ର
14-04-2025
ଭୁବନେଶ୍ୱର, 14 ଏପ୍ରିଲ୍ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ପ୍ରତିକ୍ରିୟା ରଖି କହିଛନ୍ତି ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆ ହୋଇଆସିଛି । ଆଞ୍ଚଳିକ ଦଳ ଭାବେ ଆମେ ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ହା...
ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କଲେ ଉମା ସାମନ୍ତରାୟ
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ - ବରିଷ୍ଠଙ୍କ ମେଳି ଓ ବୟାନବାଜିକୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଉମା ସାମନ୍ତରାୟ । ସେ କହିଛନ୍ତି ନିଜ ନିଜର ବକ୍ତବ୍ୟ ଦେଇ ଦଳ ଭିତରେ ସେମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି । ଏହି ମେଳିରେ କିଛି ଫରକ ପଡ଼ିବ ନାହିଁ । ଦଳରେ ସମସ୍ତେ ଶୃଙ୍ଖଳିତ ଭାବେ ରହିବେ । ଯେଉଁମାନେ ପାଣ୍ଡିଆନ କଥା କହୁଛନ୍ତି ତାହା ବହୁତ ଖରାପ କଥା । ଦଳ...
ଆଜି ବିଜେପି ପ୍ରଶିକ୍ଷଣ ବର୍ଗର ତୃତୀୟ ଦିନ
13-04-2025
ଭୁବନେଶ୍ୱର, 13 ଏପ୍ରିଲ୍ - ଆଜି ବିଜେପି ପ୍ରଶିକ୍ଷଣ ବର୍ଗର ତୃତୀୟ ଦିନ । ତୃତୀୟ ଦିନରେ ବିଜେପି ବିଧାୟକ, ସାଂସଦ ଏବଂ ମନ୍ତ୍ରୀଙ୍କ କ୍ଲାସ ନେବେ 3 କେନ୍ଦ୍ରୀୟ ନେତୃତ୍ୱ । ରାଷ୍ଟ୍ରୀୟ ସଂଗଠନ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ, ସହ ସଂଗଠନ ସମ୍ପାଦକ ଭି. ସତୀଶ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ଵଂଶଲ । ସଂଗଠନକୁ ବ୍ୟାପକ କରିବା ଦିଗରେ ପରାମର୍ଶ ଦେବେ ଏହି...