- 20 କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇରେ ସମ୍ପୃକ୍ତ ଗ୍ୟାଙ୍ଗକୁ ମାଡି ବସିଲା ପୋଲିସ, 12 ଗିରଫ
- ମନରେଗା ନାମ ପରିବର୍ତ୍ତନ ପ୍ରତିବାଦରେ ପୁରୀ କଂଗ୍ରେସର ଗଣଧାରଣା
- ସମ୍ବଲପୁର ବିକାଶ, ସନ୍ତୁଳିତ ବିକାଶ ଏବଂ ସୁଶାସନର ଏକ ଅଭିନ୍ନ ଅଙ୍ଗ - ମୁଖ୍ୟମନ୍ତ୍ରୀ
- ପୁରୀରେ ଭକ୍ତଙ୍କୁ ଶୋଷଣ କରୁଛି ଶ୍ରୀମନ୍ଦିର ପ୍ରଶାସନ : ଉମାବଲ୍ଲଭ ରଥ
- ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍-୨୦୨୬: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦୌଡ଼ିଲେ ୫,୫୦୦ରୁ ଅଧିକ ପ୍ରତିଯୋଗୀ
ସାମ୍ନାକୁ ଆସି ପାଣ୍ଡିଆନ ସ୍ପଷ୍ଟ କରିବା ଦରକାର- ପ୍ରଫୁଲ ମଲ୍ଲିକ
11-04-2025
ଭୁବନେଶ୍ୱର, 11 ଏପ୍ରିଲ୍ :- ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ବିଷୟରେ ଯେହେତୁ ଅନେକ ଆଲୋଚନା ହେଉଛି ତେଣୁ ପାଣ୍ଡିଆନ ସାମ୍ନାକୁ ଆସି କ୍ଲିଅର କରିଦେବା ଦରକାର ଯେ ମୁଁ ଏଥିରେ ନାହିଁ ମୁଁ ରାଜନୀତିରୁ ସନ୍ୟାସ ନେଇ ଯାଇଛି । ପାଣ୍ଡିଆନ କ୍ଲିଅର କରିଦେଲେ ସବୁ କଥାରେ ଯବନିକା ପଡିଯାଆନ୍ତା । ନବୀନ ପଟ୍ଟନାୟକ ନ କହି ସେ ନ...
ସବୁ ସନ୍ଦେହର ଶୀଘ୍ର ସମାଧାନ ହେବ - ସଞ୍ଜୟ ଦାସବର୍ମା
09-04-2025
ଭୁବନେଶ୍ୱର - ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଆଜି ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ୩୩ ସାଙ୍ଗଠନିକ ଜିଲ୍ଲାରେ କିପରି ସଭାପତି ନିର୍ବାଚନ ହେଉଛି, ବ୍ଲକ ସଭାପତି ଚୟନରେ କଣ ସମସ୍ୟା ରହୁଛି, କିଭଳି ନିର୍ବାଚନ ଠିକ ଭାବେ ହେବ, ସେ ନେଇ ସଭାପତିଙ୍କୁ ଅବଗତ କଲୁ। ଅନ୍ୟ ସବୁ କଥା କାଲ...
ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ- ବିଜେଡି
24-03-2025
ଭୁବନେଶ୍ୱର:-ଡିଲିମିଟେସନ ପ୍ରସଙ୍ଗରେ ବୈଠକ ସାରି ଫେରିବା ପରେ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ବିଜେପି ଓଡ଼ିଶାରେ ସରକାର କରିଛି । ଓଡ଼ିଶାର କ୍ଷତି ହେବାକୁ ଯାଉଛି । ରାଜନୈତିକ ପ୍ରତିନିଧତ୍ୱ କମିବାକୁ ଯାଉଛି । ଏପରିକି ଜନସଂଖ୍ୟା ଆଧାରରେ ଡିଲିମିଟେସନ ହେଲେ ଅର୍ଥ କମିଶନରେ ଅର୍ଥ କମ ମିଳିବ। କିନ୍ତୁ ବି...
ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି- ଜୟ ନାରାୟଣ ମିଶ୍ର
24-03-2025
ଭୁବନେଶ୍ୱର, 24 ମାର୍ଚ୍ଚ : ନବ ଦାସ ହତ୍ୟାକାଣ୍ଡ ତଦନ୍ତ ପ୍ରକ୍ରିୟାକୁ ନେଇ ଜୟନାରାୟଣ ମିଶ୍ର ବିସ୍ପୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନବ ଦାସ ହାତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯେଉଁମାନେ ଏହି ତଦନ୍ତକୁ ଠିକ ଭାବେ କରିବାକୁ ଦେଉନାହାନ୍ତି । ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାରେ ଚାହୁଁଛନ୍ତି । ସର...